ଅର୍ଥ : ବିଚାର ଆଦିକୁ ଏକାଠି ମିଶାଇ ଏକ ନୂଆ ବା ଭିନ୍ନ ଓ ଉପଯୁକ୍ତ ବିଚାର ପ୍ରସ୍ତୁତ କରିବା ପ୍ରକ୍ରିୟା
ଉଦାହରଣ :
ସଂମିଶ୍ରଣରୁ ପ୍ରାପ୍ତ ବିଚାର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ
ସମକକ୍ଷ : ସଂମିଶ୍ରଣ
ଅନ୍ୟ ଭାଷାରେ ଅନୁବାଦ :
* विचारों आदि को एक में मिलाकर एक नया या एक अलग और उपयुक्त विचार बनाने की क्रिया।
संमिश्रण से प्राप्त विचार बहुत ही महत्वपूर्ण होते हैं।