ଅର୍ଥ : ନାଟକଆଦିରେ କୁହାଯାଉଥିବା ବାର୍ତ୍ତା
ଉଦାହରଣ :
ଜୟଶଂକର ପ୍ରସାଦଙ୍କ ନାଟକରେ ସଂଳାପଗୁଡ଼ିକ ରୁଚିକର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
ଉଦାହରଣ :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ସମକକ୍ଷ : ଆଳାପ, କଥାବାର୍ତ୍ତା, ଚର୍ଚ୍ଚା, ବାର୍ତ୍ତାଳାପ
ଅନ୍ୟ ଭାଷାରେ ଅନୁବାଦ :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversation