ଅର୍ଥ : ଯେଉଁ ବଜାରରେ କମ୍ପାନୀଗୁଡ଼ିକର ଶେୟାର କିଣାବିକା ହୁଏ
ଉଦାହରଣ :
ଶେୟାର ବଜାରରେ ଶେୟାରର ମୂଲ୍ୟ ପ୍ରତିଦିନ କମ ଅଧିକ ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
वह बाज़ार जहाँ पर कंपनियों के शेयरों की खरीद-बिक्री होती है।
शेयर बाज़ार में शेयरों के भाव रोज़ घटते-बढ़ते रहते हैं।An exchange where security trading is conducted by professional stockbrokers.
securities market, stock exchange, stock market