ଅର୍ଥ : ଗୋଟିଏ କାହାଣୀ ଅନୁସାରେ ଦଶରଥଙ୍କ ଜ୍ୱାଇଁ ଭାବେ ପରିଚିତ ହେଉଥିବା ଜଣେ ଋଷି
ଉଦାହରଣ :
ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି ଶାପ ଦେଇଥିଲେ
ଅନ୍ୟ ଭାଷାରେ ଅନୁବାଦ :
A mentor in spiritual and philosophical topics who is renowned for profound wisdom.
sage