ଅର୍ଥ : ବିଶେଷ କରି ପିଲାମାନଙ୍କୁ ହେଉଥିବା ଏକ ପ୍ରକାର ରୋଗ ଯେଉଁଥିରେ ଶରୀର ଶୁଖିଯିବା ଭଳି ଲାଗେ
ଉଦାହରଣ :
ସେ ପୁଅରୋଗର ଚିକିତ୍ସାପାଇଁ ନିଜ ପିଲାକୁ ନେଇ ସହରକୁ ଯାଇଛନ୍ତି
ସମକକ୍ଷ : ଡାହାଣିଆ ରୋଗ, ଡାହାଣୀ ରୋଗ, ପୁଅରୋଗ, ପୂତନା ରୋଗ, ସୁକୁମା, ସୁଖଣ୍ଡୀ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का रोग जो विशेषकर बच्चों को होता है और जिसमें शरीर सूखने लगता है।
वह सुखंडी का इलाज कराने के लिए अपने बच्चे को लेकर शहर गया है।Extreme malnutrition and emaciation (especially in children). Can result from inadequate intake of food or from malabsorption or metabolic disorders.
marasmus