ଅର୍ଥ : କୌଣସି ବାଳିକା ବା ମହିଳା ଯାହାଙ୍କୁ କେହି କିଛି ପଢ଼ାଇଛି ବା ଶିଖାଇଛି
ଉଦାହରଣ :
ସୀତା ଜଣେ ଜଣାଶୁଣା ସଙ୍ଗୀତକାରଙ୍କ ଶିଷ୍ୟା
ଅନ୍ୟ ଭାଷାରେ ଅନୁବାଦ :
Someone (especially a child) who learns (as from a teacher) or takes up knowledge or beliefs.
assimilator, learner, scholarଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ଶିଷ୍ୟାର ପ୍ରତ୍ୟେକ ଚରଣରେ ସାତଟି ଗୁରୁ ଥାଏ
ଅନ୍ୟ ଭାଷାରେ ଅନୁବାଦ :