ଅର୍ଥ : ବଡ଼ ବଡ଼ ଶବ୍ଦଗୁଡ଼ିକ ଯେଭଳି ପ୍ରୟୋଗ କଲେ ଭାବହୀନତା ସୃଷ୍ଟିହୁଏ
ଉଦାହରଣ :
କୌଣସି ସାହିତ୍ୟ ରଚନା କରିବା ସମୟରେ ଶବ୍ଦାଡ଼ମ୍ବରକୁ ଏଡ଼ାଇବା ଉଚିତ
ସମକକ୍ଷ : ଶବ୍ଦାଡଂବର
ଅନ୍ୟ ଭାଷାରେ ଅନୁବାଦ :
बड़े-बड़े शब्दों का ऐसा प्रयोग जिससे भावहीनता आ जाए।
कोई रचना करते समय शब्दांबर से बचना चाहिए।ଅର୍ଥ : ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
ଉଦାହରଣ :
ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି
ଅନ୍ୟ ଭାଷାରେ ଅନୁବାଦ :
साधारण सी बात कहने के लिए बड़े-बड़े शब्दों और जटिल वाक्यों का प्रयोग।
नेताओं के वाक्जाल में भोली-भाली जनता फँस जाती है।