ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜଣେ ଋଷି
ଉଦାହରଣ : ପୁରାଣରେ ଲୋମଶ ଋଷିଙ୍କ ଉଲ୍ଲେଖ ଦେଖିବାକୁ ମିଳେ
ସମକକ୍ଷ : ଲୋମଶ ଋଷି
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक ऋषि।
A mentor in spiritual and philosophical topics who is renowned for profound wisdom.
ଅର୍ଥ : ଲୋମରେ ଭରା ବା ଯେଉଁଥିରେ ଲୋମ ଅଛି
ଉଦାହରଣ : ସେ ଥଣ୍ଡାରୁ ରକ୍ଷାପାଇବାପାଇଁ ଲୋମଯୁକ୍ତ ବସ୍ତ୍ର ପିନ୍ଧିଥିଲା
ସମକକ୍ଷ : ଲୋମଯୁକ୍ତ
जिस पर रोम या रोएँ हों।
Covered with fine soft hairs or down.
ଅର୍ଥ : ଅଧିକ ଏବଂ ବଡ଼ ଲୋମବାଲା
ଉଦାହରଣ : ଲୋମଶ ଜନ୍ତୁମାନଙ୍କୁ ତାଙ୍କର ଲୋମପାଇଁ ପାଳନ କରାଯାଏ
अधिक और बड़े रोएँ वाला।
Having or covered with hair.
ସଂସ୍ଥାପନ କରନ୍ତୁ