ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଶରୀରର ଯେଉଁ ଛିଦ୍ରରୁ ଲୋମ ବାହାରେ
ଉଦାହରଣ : ପ୍ରତିଦିନ ଗାଧୁଆପାଧୁଆ କଲେ ଲୋମକୂପ ସଫାରହେ
ସମକକ୍ଷ : ରୋମକୂପ, ଲୋମରନ୍ଧ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी English
शरीर के वे छेद जिनमें से रोएँ निकलते हैं।
Any small opening in the skin or outer surface of an animal.
ସଂସ୍ଥାପନ କରନ୍ତୁ