ଅର୍ଥ : ଇଟାଲୀରେ ଚଳୁଥିବା ମୁଦ୍ରା
ଉଦାହରଣ :
ଲୀରାର ମୂଲ୍ୟହ୍ରାସ ଯୋଗୁଁ ସରକାର ଚିନ୍ତିତ ଅଛନ୍ତି
ସମକକ୍ଷ : ଇଟାଲୀୟାନ୍ ଲୀରା
ଅନ୍ୟ ଭାଷାରେ ଅନୁବାଦ :
इटली में चलने वाली मुद्रा।
सरकार लीरा के घटते मूल्य को लेकर चिंतित है।ଅର୍ଥ : ମାଲ୍ଟାରେ ପ୍ରଚଳିତ ମୁଦ୍ରା
ଉଦାହରଣ :
ଗୋଟିଏ ମାଲ୍ଟାଇ ଲୀରା ତେଇଶ ହଂକଂ ଡଲାର ସହିତ ସମାନ ହୋଇଥାଏ
ସମକକ୍ଷ : ମାଲ୍ଟାଇ ଲୀରା
ଅନ୍ୟ ଭାଷାରେ ଅନୁବାଦ :
माल्टा में चलने वाली मुद्रा।
एक माल्टाई लीरा तेईस हांगकांग डालर के बराबर होता है।