ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ସରସ ଓ ସୁନ୍ଦର
ଉଦାହରଣ : ରାଜକୁମାରୀଙ୍କ ଲାବଣ୍ୟ ଦେଖି ସମସ୍ତେ ମୁଗ୍ଧ ହୋଇଗଲେ
ସମକକ୍ଷ : ଦ୍ୟୁତି, ସୌନ୍ଦର୍ଯ୍ୟ
ଅର୍ଥ : ଅତ୍ୟଧିକ ଶୋଭା ବା ସୁନ୍ଦରତା
ଉଦାହରଣ : କାଶ୍ମୀରର ପ୍ରାକୃତିକ ସୁଷମା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରେ
ସମକକ୍ଷ : ପରମଶୋଭା, ସୁଷମା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अत्यधिक शोभा या सुंदरता।
The qualities that give pleasure to the senses.
ସଂସ୍ଥାପନ କରନ୍ତୁ