ଅର୍ଥ : ଛଡ଼,ବାଡ଼ି ଆଦିକୁ ବାନ୍ଧି ତିଆରି ହୋଇଥିବା ଅବରୋଧକ ବସ୍ତୁ
ଉଦାହରଣ :
ପୋଖରୀର ଚାରିପଟେ ରେଲିଂ ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
छड़, डंडे आदि को क्षैतिज बाँधकर बनाई हुई अवरोधक वस्तु।
तालाब के चारों ओर रेलिंग लगी है।
रेलिंग
A barrier consisting of a horizontal bar and supports.
rail,
railing