ଅର୍ଥ : ଅମରକଣ୍ଟକରୁ ବାହାରିଥିବା ଭାରତର ଏକ ପ୍ରମୁଖ ନଦୀ
ଉଦାହରଣ :
ନର୍ମଦାରୁ ବାହାରିଥିବା ଅଣ୍ଡାକାର ଶିବଲିଙ୍ଗକୁ ନର୍ମଦେଶ୍ୱର କୁହାଯାଏ
ସମକକ୍ଷ : ଇନ୍ଦୁଜା, ନର୍ମଦା, ପୂର୍ବଗଙ୍ଗା, ବେଦଗର୍ଭା", ମେକଳକନ୍ୟା, ମେକଳସୁତା, ସୋମସୁତା
ଅନ୍ୟ ଭାଷାରେ ଅନୁବାଦ :
भारत की प्रमुख नदियों में से एक जो अमरकंटक से निकली है।
नर्मदा से निकलने वाला अंडाकार शिवलिंग नर्मदेश्वर कहलाता है।ଅର୍ଥ : ଗୋଟିଏ ରାଗିଣୀ
ଉଦାହରଣ :
ରେବା ଦୀପକ ରାଗର ରାଗିଣୀ ରୂପେ ଗୃହୀତ
ଅନ୍ୟ ଭାଷାରେ ଅନୁବାଦ :