ଅର୍ଥ : ଶବ୍ଦ, ଚିତ୍ର ଆଦିର ରେକର୍ଡ ବା ଧରିରଖିବାର କାର୍ଯ୍ୟ
ଉଦାହରଣ :
ଗାୟକ ବର୍ତ୍ତମାନ ରେକର୍ଡିଙ୍ଗ ନିମନ୍ତେ ପ୍ରସ୍ତୁତ ହୋଇନାହାଁନ୍ତି
ସମକକ୍ଷ : ରେକର୍ଡିଂଗ
ଅନ୍ୟ ଭାଷାରେ ଅନୁବାଦ :
ध्वनि, चित्र आदि को रिकॉर्ड या दर्ज़ करने की क्रिया।
गायक अभी रिकॉर्डिंग के लिए तैयार नहीं है।The act of making a record (especially an audio record).
She watched the recording from a sound-proof booth.