ଅର୍ଥ : ଦକ୍ଷିଣ ଏସିଆରେ ଦେଖାଯାଉଥିବା ଏକ ପ୍ରକାର ମାଙ୍କଡ଼
ଉଦାହରଣ :
ଚିକିତ୍ସା ସମ୍ବନ୍ଧୀୟ ଗବେଷଣାପାଇଁ ରୀସସର ବ୍ୟବହାର କରାଯାଏ
ସମକକ୍ଷ : ରୀସସ ମାଙ୍କଡ଼
ଅନ୍ୟ ଭାଷାରେ ଅନୁବାଦ :
एक प्रकार का बंदर जो दक्षिण एशिया में पाया जाता है।
रीसस का उपयोग चिकित्सा संबंधी शोधों के लिए किया जाता है।