ଅର୍ଥ : ରାମରାମ, ସୀତା ରାମ, ରଘୁପତି ରାଘବ ରାଜାରାମ ପ୍ରଭୃତି ରାମନାମ ଯୁକ୍ତ ଭଜନର କୀର୍ତ୍ତନ
ଉଦାହରଣ :
ରାତି ତମାମ ମନ୍ଦିରରେ ରାମଧୂନ ଚାଲିଥିଲା
ଅନ୍ୟ ଭାଷାରେ ଅନୁବାଦ :
राम-संबंधी भजनों का कीर्तन जैसे राम-राम, सीताराम, रघुपति राघव राजाराम आदि।
मंदिर में रातभर रामधुन चल रहा था।
राम-धुन,
रामधुन