ଅର୍ଥ : ଉଡ଼ାଜାହାଜ ଅବତରଣ ଓ ଉଡ଼ାଣପାଇଁ ତିଆରି ହୋଇଥିବା ସରୁ ଲମ୍ବା ରାସ୍ତା
ଉଦାହରଣ :
ଉଡ଼ାଜାହାଜ ଉଡ଼ିବାପୂର୍ବରୁ ପ୍ରଥମେ ବିମାନ ଉଡ଼ାଣ ରାସ୍ତାଉପରେ ଚାଲେ
ସମକକ୍ଷ : ବିମାନ ଉଡ଼ାଣ ରାସ୍ତା, ବିମାନ ପଟ୍ଟି
ଅନ୍ୟ ଭାଷାରେ ଅନୁବାଦ :
हवाई जहाज उतरने और उड़ने के लिए बनाया हुआ पतला लंबा रास्ता।
हवाई जहाज उड़ने से पहले हवाई पट्टी पर दौड़ती है।A strip of level paved surface where planes can take off and land.
runway