ଅର୍ଥ : ଯେଉଁ ବ୍ୟକ୍ତି ରଦ୍ଦି ଜିନିଷ ବେପାର କରିଥାଏ
ଉଦାହରଣ :
ରଦ୍ଦି ବେପାରୀ ରଦ୍ଦି ଜିନିଷକୁ କିଣି ବିକ୍ରିକରି ଭଲ ପଇସା ଅର୍ଜନ କରିଥାନ୍ତି
ସମକକ୍ଷ : କବାଡ଼ି ବାଲା, ରଦି ବେପାରୀ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो रद्दी सामानों का व्यापार करता हो।
कबाड़िया रद्दी समान को खरीद-बेचकर अच्छा पैसा कमा लेता है।