ଅର୍ଥ : ରତ୍ନ ଆଦିକୁ କାଟି ସୁଗଢ଼ଣ କରୁଥିବା କାରିଗର
ଉଦାହରଣ :
ବଣିଆ ଦୋକାନରେ ବସି ରତ୍ନକଟାଳି ପଥରକୁ କାଟି ଗହଣାରେ ବସାଉଛି
ସମକକ୍ଷ : ରତ୍ନକାରିଗର
ଅନ୍ୟ ଭାଷାରେ ଅନୁବାଦ :
नगीनों आदि को तराश कर सुडौल बनानेवाला कारीगर।
स्वर्णकार की दुकान पर बैठा बेगड़ी पत्थरों को तराश कर गहनों में जड़ रहा था।