ଅର୍ଥ : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
ଉଦାହରଣ :
ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
ସମକକ୍ଷ :
ହଳ
ଅନ୍ୟ ଭାଷାରେ ଅନୁବାଦ :
एक आदमी के एक बार में एक साथ पहनने के सब कपड़े।
उसने बक्से में रखे कपड़ों में से एक जोड़ी निकाल कर पहन लिया।
जोट,
जोड़,
जोड़ा,
जोड़ी