ଅର୍ଥ : ଯେ କାହାରି ମକଦ୍ଦମା ବା କାର୍ଯ୍ୟଆଦିରେ କାହାରି ସପକ୍ଷରେ ଯୁକ୍ତି କରନ୍ତି
ଉଦାହରଣ :
ମୋର ଏହି ମକଦ୍ଦମାରେ ଜଣେ ନାମୀ ଓକିଲ ଯୁକ୍ତିକାରୀ ଅଛନ୍ତି
ସମକକ୍ଷ : ଓକିଲ
ଅନ୍ୟ ଭାଷାରେ ଅନୁବାଦ :
वह जो अदालत में किसी मुक़द्दमे की पैरवी करता हो।
मेरे इस मुक़द्दमे में एक नामी वक़ील पैरवीकार हैं।A government official who conducts criminal prosecutions on behalf of the state.
prosecuting attorney, prosecuting officer, prosecutor, public prosecutor