ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯଜ୍ଞର ବେଦୀ
ଉଦାହରଣ : ପୁରୋହିତ ଯଜ୍ଞବେଦୀ ତିଆରି କରାଉଛନ୍ତି
ସମକକ୍ଷ : ଯଜ୍ଞମଣ୍ଡପ
ଅନ୍ୟ ଭାଷାରେ ଅନୁବାଦ :हिन्दी
यज्ञ की वेदी।
ଅର୍ଥ : ଯଜ୍ଞ କରିବା ନିମନ୍ତେ ତିଆରି ହୋଇଥିବା ମଣ୍ଡପ
ଉଦାହରଣ : ଯଜ୍ଞମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥିଲା
ସମକକ୍ଷ : ଯଜ୍ଞମଂଡପ, ଯଜ୍ଞମଣ୍ଡପ
यज्ञ की अग्नि जलाने कि स्थान।
ସଂସ୍ଥାପନ କରନ୍ତୁ