ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବୋଝବୋହୁଥିବା ମଜୁରିଆ
ଉଦାହରଣ : ବଜାରରେ ମୋଟିଆମାନେ ଧର୍ମଘଟ କରିଛନ୍ତି
ସମକକ୍ଷ : କୁଲି
ଅନ୍ୟ ଭାଷାରେ ଅନୁବାଦ :हिन्दी
बोझा ढोनेवाला मज़दूर।
ଅର୍ଥ : ଶସ୍ୟ ଆଦିର ବସ୍ତା ବୋହିବା ବା କୌଣସି ଗାଡ଼ି ଉପରେ ଲଦୁଥିବା ମଜୁରିଆ
ଉଦାହରଣ : ମୋଟିଆ ଧାନ ବସ୍ତାଗୁଡିକୁ ଟ୍ରକ ଉପରେ ଲଦୁଛି
ସମକକ୍ଷ : ବୋଝିଆ, ମୋଟରା
ଅନ୍ୟ ଭାଷାରେ ଅନୁବାଦ :हिन्दी English
अनाज आदि के बोरे ढोने या किसी वाहन पर लादनेवाला मजदूर।
A person employed to carry luggage and supplies.
ସଂସ୍ଥାପନ କରନ୍ତୁ