ଅର୍ଥ : କାହାରି ମୃତ୍ୟୁ କାରଣରୁ ହେଉଥିବା ଶୋକ
ଉଦାହରଣ :
ଜାତିର ପିତା ଗାନ୍ଧିଜୀଙ୍କ ମୃତ୍ୟୁରେ ସମଗ୍ର ଦେଶ ଶୋକ ପାଳନ କରୁଥିଲା
ସମକକ୍ଷ : ଶୋକ
ଅନ୍ୟ ଭାଷାରେ ଅନୁବାଦ :
किसी की मृत्यु के कारण होनेवाला शोक।
राष्ट्रपिता गांधीजी की मृत्यु पर पूरा देश मातम मना रहा था।