ଅର୍ଥ : ମୁମ୍ବାଇରେ ରହୁଥିବା ବ୍ୟକ୍ତି
ଉଦାହରଣ :
ଆମ ଗାଁକୁ ଜଣେ ବମ୍ବେଇବାଲା ଆସିଛନ୍ତି
ସମକକ୍ଷ : ବମ୍ବେଇଆ, ବମ୍ବେଇବାଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବମ୍ବେର ବା ବମ୍ବେସହ ସମ୍ବନ୍ଧିତ
ଉଦାହରଣ :
ଆମେସବୁ ବମ୍ବେଇଆ ଚାଲିଚଳଣି ସହ ଅଭ୍ୟସ୍ତ ହୋଇଗଲୁଣି
ସମକକ୍ଷ : ବମ୍ବେଇଆ, ବମ୍ବେଇବାଲା
ଅନ୍ୟ ଭାଷାରେ ଅନୁବାଦ :