ଅର୍ଥ : କାଠର ବଡ଼ ହାତୁଡ଼ି
ଉଦାହରଣ :
କୁମ୍ଭାର ବଡ଼ କାଠହାତୁଡ଼ିରେ ମାଟି ଭାଙ୍ଗି ଗୁଣ୍ଡକରୁଛି
ସମକକ୍ଷ : ବଡ଼ କାଠହାତୁଡ଼ି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଛୋଟ କାଠ ନିର୍ମିତ ହାତୁଡ଼ି
ଉଦାହରଣ :
ରାଜମିସ୍ତ୍ରୀ ଚେପଟା ମୁଗୁର ବ୍ୟବହାର କରନ୍ତି
ସମକକ୍ଷ : ଛୋଟ କାଠହାତୁଡ଼ି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଠର ଏକ ପ୍ରକାର ବଡ ହାତୁଡ଼ି
ଉଦାହରଣ :
ଚାଷୀ ପଡ଼ିଆରେ ମୁଗୁର ସାହାଯ୍ୟରେ ଖୁଣ୍ଟ ପୋତୁଛି