ଅର୍ଥ : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା
ଉଦାହରଣ :
ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି
ସମକକ୍ଷ : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବପୂର୍ଣ୍ଣ, ଭାବାତ୍ମକ, ହୃଦୟସ୍ପର୍ଶୀ
ଅନ୍ୟ ଭାଷାରେ ଅନୁବାଦ :
भाव से भरा हुआ या हृदय को प्रभावित करने वाला।
वह भावपूर्ण काव्य पढ़ रहा है।ଅର୍ଥ : ମନକୁ ଅଧିକ କଷ୍ଟ ପହଞ୍ଚାଉଥିବା
ଉଦାହରଣ :
ହତ୍ୟାଭଳି ହୃଦୟ ବିଦାରକ ଘଟଣାସବୁ ଆଜିକାଲି ସାଧାରଣ ହୋଇଗଲାଣି
ସମକକ୍ଷ : କରୁଣ, ଦାରୁଣ, ବିଦାରକ, ମର୍ମଘାତୀ, ମର୍ମଭେଦୀ, ମର୍ମାନ୍ତକ, ହୃଦୟ ବିଦାରକ
ଅନ୍ୟ ଭାଷାରେ ଅନୁବାଦ :
मन को बहुत अधिक कष्ट पहुँचानेवाला।
हत्या जैसी हृदय-विदारक घटनाएँ आजकल आम हो गयी हैं।