ଅର୍ଥ : କୌଣସି ମନ୍ତ୍ରୀଙ୍କୁ ଦେଖାରଖା କରିବା ପାଇଁ ଥିବା ବିଭାଗ
ଉଦାହରଣ :
ନୂଆ ମନ୍ତ୍ରୀ ସୁଚାରୁ ରୂପେ ମନ୍ତ୍ରଣାଳୟର କାର୍ଯ୍ୟ ତୁଲାଇବା ନିମନ୍ତେ କର୍ମଚାରୀମାନଙ୍କ ସହଯୋଗ କାମନା କଲେ
ଅନ୍ୟ ଭାଷାରେ ଅନୁବାଦ :
वह विभाग जो किसी मंत्री की देख-रेख में हो।
नए मंत्री ने मंत्रालय के कार्य को सुचारू रूप से चलाने के लिए कर्मचारियों से सहयोग की अपील की।