ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯୋଗ ଅନୁସାରେ ମାନବ ଶରୀରର ଷଡଚକ୍ର ମଧ୍ୟରୁ ତୃତୀୟ
ଉଦାହରଣ : ନାଭିଦେଶରେ ମଣିପୁର ଚକ୍ର ଅବସ୍ଥିତ
ସମକକ୍ଷ : ମଣିପୁର ଚକ୍ର
ଅନ୍ୟ ଭାଷାରେ ଅନୁବାଦ :हिन्दी
योगानुसार मानव शरीर के छः चक्रों में से तीसरा।
ଅର୍ଥ : ଭାରତର ଏକ ଉତ୍ତର-ପୂର୍ବ ପ୍ରଦେଶ
ଉଦାହରଣ : ଲର୍ଡ୍ ଇରୱିନ୍ ମଣିପୁରକୁ ଭାରତର ସୁଇଜରଲାଣ୍ଡ ବୋଲି କହିଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
भारत का एक उत्तर-पूर्वी प्रदेश।
State in northeastern India.
ସଂସ୍ଥାପନ କରନ୍ତୁ