ଅର୍ଥ : ଖାଲ ଆଦିକୁ ଭରାଇ ସମତୁଲ କରାଇବା
ଉଦାହରଣ :
ଲାଗୁଛି ମୋତେ ହିଁ ଏହି ଖାଲ ଭରାଇବାକୁ ପଡ଼ିବ
ସମକକ୍ଷ : ପୂର୍ଣ୍ଣକରାଇବା, ସମତୁଲ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ଭରିବା ପାଇଁ ପ୍ରବୃତ୍ତ କରିବା
ଉଦାହରଣ :
ଗ୍ରନ୍ଥାଳୟର ପୁସ୍ତକ ଠିକ ସମୟରେ ନ ଫେରେଇବାରୁ ଗ୍ରନ୍ଥାକାରିକ ପଚାଶ ଟଙ୍କା ଜୋରିମାନା ଭରାଇଲେ
ଅନ୍ୟ ଭାଷାରେ ଅନୁବାଦ :
Bear (a cost or penalty), in recompense for some action.
You'll pay for this!.