ଅର୍ଥ : ବଳ ବଢ଼ାଇବା ଉଦ୍ଦେଶ୍ୟରେ କରାଯାଉଥିବା ଶାରୀରିକ ଶ୍ରମ
ଉଦାହରଣ :
ନିୟମିତ ବ୍ୟାୟାମରେ ଶରୀର ସୁଗଠିତ ଏବଂ ବଳିଷ୍ଠ ହୁଏ
ସମକକ୍ଷ : କସରତ
ଅନ୍ୟ ଭାଷାରେ ଅନୁବାଦ :
बल बढ़ाने के उद्देश्य से किया जाने वाला शारीरिक श्रम।
नियमित कसरत से शरीर सुगठित एवं बलिष्ठ बनता है।The activity of exerting your muscles in various ways to keep fit.
The doctor recommended regular exercise.