ଅର୍ଥ : ପ୍ରିୟ ବ୍ୟକ୍ତି ସହିତ ମିଳନ ନହେବା କାରଣରୁ ଉତ୍ପନ୍ନ ହେଉଥିବା ଭାବ
ଉଦାହରଣ :
ସୁରଦାସଙ୍କ ରଚିତ ରାଧାଙ୍କ ବିରହ ବର୍ଣ୍ଣନା ବହୁତ ମାର୍ମିକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସଂଖ୍ୟାରୁ କୌଣସି ସଂଖ୍ୟା ଫେଡ଼ିବା କ୍ରିୟା
ଉଦାହରଣ :
ବିୟୋଗ କଲାପରେ ଉତ୍ତର ଚାରି ହେଲା
ସମକକ୍ଷ : ଫେଡ଼ାଣ, ବିଯୋଗ, ବିୟୋଗୀକରଣ
ଅନ୍ୟ ଭାଷାରେ ଅନୁବାଦ :
An arithmetic operation in which the difference between two numbers is calculated.
The subtraction of three from four leaves one.