ଅର୍ଥ : କାମ ବାସନାପାଇଁ ବିପରୀତ ଲିଙ୍ଗପ୍ରତି ଆକର୍ଷିତ ହେବା ବ୍ୟକ୍ତି
ଉଦାହରଣ :
ବିଷମଲିଙ୍ଗୀ ସହିତ ପ୍ରେମ କରିବା କୌଣସି ନୂଆ କଥାନୁହେଁ
ସମକକ୍ଷ : ଅନ୍ୟଲିଙ୍ଗୀ
ଅନ୍ୟ ଭାଷାରେ ଅନୁବାଦ :
वह व्यक्ति जो काम वासना के लिए विपरीत लिंग की ओर आकर्षित होता हो।
इतरलिंगी के साथ प्रेम करना कोई नई बात नहीं है।