ଅର୍ଥ : ପାଚିଲାପରେ ଲାଲ ବା ହଳଦିଆ ରଙ୍ଗ ହେଉଥିବା ଏବଂ ପରିବା ରୂପରେ ଖିଆଯାଉଥିବା ଗୋଟିଏ ଖଟା ମାଂସଳ ଫଳ
ଉଦାହରଣ :
ସାଲାଢ଼ ତିଆରି କରିବାପାଇଁ ମା’ ବିଲାତି ବାଇଗଣ କାଟୁଛନ୍ତି
ସମକକ୍ଷ : ଟମାଟର୍, ଟମାଟୋ, ପାତାଳ ଘଣ୍ଟା, ବିଲାତି ବାଇଗଣ
ଅନ୍ୟ ଭାଷାରେ ଅନୁବାଦ :
एक खट्टा, पकने पर लाल या पीला, गूदेदार फल जो सब्जी के रूप में खाया जाता है।
माँ सलाद बनाने के लिए टमाटर काट रही है।Mildly acid red or yellow pulpy fruit eaten as a vegetable.
tomato