ଅର୍ଥ : ବିଦା ହେବାର କ୍ରିୟା
ଉଦାହରଣ :
ବିଦାୟବେଳାରେ ଆଖିରେ ଅଶ୍ରୁ ଆସିଯାଏ
ସମକକ୍ଷ : ଛାଡ଼ବାଡ଼
ଅନ୍ୟ ଭାଷାରେ ଅନୁବାଦ :
The act of departing politely.
He disliked long farewells.ଅର୍ଥ : ବିଦାୟ ବେଳାରେ କୁହାଯାଉଥିବା ଏକ ଶବ୍ଦ ଯାହର ଅର୍ଥ ହେଲା- ଆଚ୍ଛା ଏବେ ବିଦାୟ ଦିଅନ୍ତୁ
ଉଦାହରଣ :
ବିଦାୟ ଶୀର୍ଷକରେ ବହୁ କବିତା ରଚିତ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
बिदाई के समय कहा जाने वाला एक शब्द जिसका अर्थ है - अच्छा अब विदा होते हैं।
अलविदा शीर्षक से कई कविताएँ लिखी गई हैं।