ଅର୍ଥ : ଯେଉଁ ପୁରୁଷ ବିବାହିତ ନୁହେଁ
ଉଦାହରଣ :
ଏହି ପଦ ନିମନ୍ତେ କେବଳ ଅବିବାହିତ ହିଁ ଆବେଦନ କରି ପାରିବେ
ସମକକ୍ଷ : ଅବିବାହିତ, ଅବିବାହିତ ପୁରୁଷ, କୁମାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ବାହାଘର ହୋଇନାହିଁ
ଉଦାହରଣ :
ଅବିବାହିତ ପୁରୁଷ ହିଁ ଏହି ପଦପାଇଁ ପ୍ରାର୍ଥୀ ହୋଇପାରିବେ
ଅନ୍ୟ ଭାଷାରେ ଅନୁବାଦ :