ଅର୍ଥ : ବାରଂବାର ହେଉଥିବା ପ୍ରକ୍ରିୟା
ଉଦାହରଣ :
ସ୍ୱରତନ୍ତ୍ରୀର ବାରଂବାର କମ୍ପନ ଯୋଗୁଁ ସ୍ୱର ଉତ୍ପନ୍ନ ହୁଏ
ଅନ୍ୟ ଭାଷାରେ ଅନୁବାଦ :
बार-बार होनेवाली क्रिया।
स्वरतंत्रियों के कंपन की बारंबारता से स्वर-लहरियाँ उत्पन्न होती हैं।ଅର୍ଥ : କେତେ ଥର
ଉଦାହରଣ :
ରୁଷିଥିବା ବାଳକକୁ ବାରଂବାର ଡାକିଲା ପରେ ବି ଆସୁ ନ ଥିଲା
ଅନ୍ୟ ଭାଷାରେ ଅନୁବାଦ :
Repeatedly.
The unknown word turned up over and over again in the text.