ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ସମୟ
ଉଦାହରଣ : ଜୀବାଶ୍ମ ଚଟାଣର ମଧ୍ୟରେ ଦୀର୍ଘକାଳ ପର୍ଯ୍ୟନ୍ତ ସୁରକ୍ଷିତ ରହେ
ସମକକ୍ଷ : ଚିରକାଳ, ଦୀର୍ଘକାଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत समय।
ଅର୍ଥ : ଏକ ଲମ୍ବା ସମୟ
ଉଦାହରଣ : ମୁଁ ତାକୁ ବହୁତ ଦିନ ହେଲା ଜାଣିଛି
ସମକକ୍ଷ : ଅନେକ ସମୟ, ଦୀର୍ଘ ସମୟ, ଦୀର୍ଘଦିନ, ବହୁତ ଦିନ, ବହୁତ ବର୍ଷ
ଅନ୍ୟ ଭାଷାରେ ଅନୁବାଦ :हिन्दी English
* एक लंबा समय।
A prolonged period of time.
ସଂସ୍ଥାପନ କରନ୍ତୁ