ଅର୍ଥ : ସେହି ସମୟ ଯେବେ ପୃଥିବୀର ଅଧିକାଂଶ ଭାଗ ବରଫରେ ଢାଙ୍କି ହୋଇଥିଲା
ଉଦାହରଣ :
ହିମଯୁଗରେ ବରଫରେ ବାସ କରୁଥିବା ଜୀବଜନ୍ତୁ ହିଁ ଅଧିକ ଦେଖାଯାଉଥିଲେ
ସମକକ୍ଷ : ହିମଯୁଗ
ଅନ୍ୟ ଭାଷାରେ ଅନୁବାଦ :
Any period of time during which glaciers covered a large part of the earth's surface.
The most recent ice age was during the Pleistocene.