ଅର୍ଥ : ଏକ ପ୍ରକାରର ମାଟି ଯାହା ହଳଦିଆ ରଙ୍ଗର ହୋଇଥାଏ
ଉଦାହରଣ :
ବନମାଟି ଚିକ୍କଣ ଓ ଚିକିଟା ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହଳଦିଆ ରଙ୍ଗର ମାଟି
ଉଦାହରଣ :
କୃଷକ ବନମାଟିରେ ଗୋବର ଏବଂ ପାଣି ମିଶାଇ ଖଳାବାରି ଲେପୁଛି
ଅନ୍ୟ ଭାଷାରେ ଅନୁବାଦ :
पीले रंग की मिट्टी।
किसान पिंडोल में गोबर और पानी मिलाकर खलिहान की लिपाई कर रहा है।