ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଂଶ ବା କୁଳ ସହ ସମ୍ବନ୍ଧିତ
ଉଦାହରଣ : ଆଜି ବି ସେ ନିଜର ବଂଶଗତ ପରଂପରା ବଜାୟ ରଖିଛନ୍ତି
ସମକକ୍ଷ : କୁଳଗତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
खानदान या कुल-संबंधित।
Of or characteristic of race or races or arising from differences among groups.
ଅର୍ଥ : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
ଉଦାହରଣ : ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
ସମକକ୍ଷ : ଆନୁବଂଶିକ, ପୈତୃକ, ବଂଶାନୁକ୍ରମିକ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो किसी वंश में बराबर होता आया हो और जिसके आगे भी उस वंश में होते रहने की संभावना हो।
ସଂସ୍ଥାପନ କରନ୍ତୁ