ଅର୍ଥ : କୌଣସି ସଂଖ୍ୟାରୁ କୌଣସି ସଂଖ୍ୟାକୁ ବିୟୋଗ କଲାପରେ ବଳି ପଡ଼ୁଥିବା ସଂଖ୍ୟା
ଉଦାହରଣ :
ଏହି ପ୍ରଶ୍ନରେ ବିୟୋଗଫଳ ପାଞ୍ଚ ହେଲା
ସମକକ୍ଷ : ବିଯୁକ୍ତ ଫଳ, ବିୟୋଗ ଫଳ
ଅନ୍ୟ ଭାଷାରେ ଅନୁବାଦ :
The number that remains after subtraction. The number that when added to the subtrahend gives the minuend.
difference, remainder