ଅର୍ଥ : ଦୁଇ ଦଳ ମଧ୍ୟରେ ହେଉଥିବା ଗୋଟିଏ ଖେଳ ଯେଉଁଥିରେ ଏଗାର- ଏଗାର ଖେଳାଳି ରହନ୍ତି ଏବଂ ଗୋଟିଏ ବଲ ରହେ
ଉଦାହରଣ :
ଆଜି ଫୁଟବଲ ମ୍ୟାଚ ଅଛି
ଅନ୍ୟ ଭାଷାରେ ଅନୁବାଦ :
A football game in which two teams of 11 players try to kick or head a ball into the opponents' goal.
association football, soccerଅର୍ଥ : ପଡ଼ିଆରେ ଖେଳା ଯାଉଥିବା ଏକ ବଡ଼ ବଲ ଯାହାକୁ ଗୋଡ଼ରେ ମରାଯାଏ
ଉଦାହରଣ :
ଫୁଟବଲରେ ପବନ କମ ଅଛି ତେଣୁ ମାରିଲେ ମଧ୍ୟ ଅଧିକ ଦୂର ଯାଉନାହିଁ
ଅନ୍ୟ ଭାଷାରେ ଅନୁବାଦ :
An inflated ball used in playing soccer.
soccer ball