ଅର୍ଥ : ଯେଉଁ ହାସ୍ୟପୂର୍ଣ୍ଣ କବିତା କାହାରି କବିତାର ଅନୁକରଣରେ ଲେଖାଯାଇଥାଏ ମାତ୍ର ଉପହାସ କରିବା ପାଇଁ ହୋଇଥାଏ
ଉଦାହରଣ :
ସେ ଫିଲ୍ମ ଗୀତ ଗୁଡ଼ିକର ବହୁତ ଭଲ ପ୍ୟାରୋଡ଼ି ଲେଖନ୍ତି
ସମକକ୍ଷ : ଲାଳିକା
ଅନ୍ୟ ଭାଷାରେ ଅନୁବାଦ :
वह हास्यरसपूर्ण रचना जो किसी की रचना के अनुकरण पर बनी हुई हो पर उपहास करने वाली हो।
वे फिल्मी गानों की बहुत अच्छी पैरोडी बनाते हैं।