ଅର୍ଥ : ଉପଦେଶ,ଶିକ୍ଷା ଆଦି ମାଧ୍ୟମରେ କୌଣସି ବିଶିଷ୍ଟ କଥା ବା ବିଷୟର ଚେତନା ଦେବାର କ୍ରିୟା
ଉଦାହରଣ :
ସଦସ୍ୟମାନଙ୍କ ନିମନ୍ତେ ଦ୍ବି-ଦିବସୀୟ ପ୍ରବୋଧନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
उपदेश,शिक्षा आदि के माध्यम से विशिष्ट बात या विषय का बोध कराने की क्रिया।
सदस्यगण के लिए दो दिवसीय प्रबोधन कार्यक्रम आयोजित किया गया है।