ଅର୍ଥ : ଯାହା ପ୍ରତିଫଳନ କରେ ବା ଯେଉଁଥିରେ ଧକ୍କାହୋଇ ଆଲୋକ,ଧ୍ୱନି ଆଦିର ପ୍ରତିଫଳନ ହୁଏ
ଉଦାହରଣ :
ଆଲୋକକୁ ପ୍ରତିଫଳନ କରିବାପାଇଁ ପ୍ରତିଫଳକ ରୂପେ ପ୍ରିଜମର ବ୍ୟବହାର କର
ଅନ୍ୟ ଭାଷାରେ ଅନୁବାଦ :
वह जो परावर्तित करे या जिससे टकराकर प्रकाश,ध्वनि आदि का परावर्तन हो।
प्रकाश को परावर्तित करने के लिए परावर्तक के रूप में प्रिज्म का उपयोग करो।Device that reflects radiation.
reflector