ଅର୍ଥ : କୌଣସି ବିଷୟ, ମତ ବା କଥାକୁ ବହୁତ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା କ୍ରିୟା
ଉଦାହରଣ :
କମ୍ପାନୀଗୁଡ଼ିକ ଟିଭିଆଦି ମାଧ୍ୟମରେ ନିଜର ଉତ୍ପାଦନର ପ୍ରଚାର କରନ୍ତି
ସମକକ୍ଷ : ବିଜ୍ଞାପନ
ଅନ୍ୟ ଭାଷାରେ ଅନୁବାଦ :
A public promotion of some product or service.
ad, advert, advertisement, advertising, advertizement, advertizingଅର୍ଥ : ଆଖିର ଆଖପାଖରେ ମାଂସ ବଢିକରି ଦୃଷ୍ଟିରୋଧ କରୁଥିବା ଘୋଡାମାନଙ୍କର ଏକ ପ୍ରକାର ଆଖିରୋଗ
ଉଦାହରଣ :
ପ୍ରଚାରରେ ପୀଡିତ ଘୋଡାକୁ ଶଲ୍ୟଚିକିତ୍ସା ନିମନ୍ତେ ନିଆଯାଉଛି
ଅନ୍ୟ ଭାଷାରେ ଅନୁବାଦ :
घोड़ों की आँख का एक रोग जिसमें आँखों के आस-पास का माँस बढ़कर दृष्टि रोक लेता है।
प्रचार से पीड़ित घोड़े की शल्यचिकित्सा की जा रही है।A disease that typically does not affect human beings.
animal disease