ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନୂଆ ପ୍ରସବ କରିଥିବା ଗାଈ
ଉଦାହରଣ : ନିଜ ଛୋଟ ପିଲାକୁ ଦୁଧ ପିଆଇବାପାଇଁ ଗୋପାଳ ଗୋଟିଏ ପୋରୁହାଁ ଗାଈ କିଣିଛି
ସମକକ୍ଷ : କଅଁଳ, କଷି
ଅନ୍ୟ ଭାଷାରେ ଅନୁବାଦ :हिन्दी English
नई ब्याई गाय।
Female of domestic cattle:.
ଅର୍ଥ : କୌଣସି ସ୍ତ୍ରୀର ଗର୍ଭରୁ ପ୍ରଥମରେ ଜନ୍ମିଥିବା
ଉଦାହରଣ : ତାହାର ପୋରୁହାଁ ପୁଅ ବଡ଼ ଭାଗ୍ୟବାନ
ସମକକ୍ଷ : ପ୍ରଥମ, ପଢ଼ୁଆଁ
किसी स्त्री के गर्भ से पहले-पहल उत्पन्न।
First in order of birth.
ସଂସ୍ଥାପନ କରନ୍ତୁ