ଅର୍ଥ : ମୃଦଙ୍ଗ, ତବଲା, ଢୋଲଆଦିର ମୁହଁରେ ମଡ଼ା ହୋଇଥିବା ଚମଡ଼ା ଉପରେ ଲାଗିଥିବା ଗୋଲ କଳା ଟିକ୍କା
ଉଦାହରଣ :
ତବଲାର ପୁଡ଼ି ଉଖାଡ଼ି ଗଲାଣି
ଅନ୍ୟ ଭାଷାରେ ଅନୁବାଦ :
मृदंग, तबले, ढोल आदि के मुख पर मढ़े हुए चमड़े के ऊपर लगी हुई गोल काली टिक्की।
तबले की पूरी उधड़ गई है।
पूड़ी,
पूरी
Something less than the whole of a human artifact.
The rear part of the house.
Glue the two parts together.
part,
portion