ଅର୍ଥ : ନିର୍ଦ୍ଦିଷ୍ଟ ସମୟରେ ପ୍ରକାଶିତ ହେଉଥିବା ମାସିକ,ତ୍ରୟୋମାସିକ ପତ୍ରିକା ଆଦି
ଉଦାହରଣ :
ଏହି ରିଡିଙ୍ଗ ରୁମକୁ ବିଭିନ୍ନ ପ୍ରକାରର ପିରିଅଡିକାଲସ୍ ଆସେ
ସମକକ୍ଷ : ନିୟମିତ ସମୟରେ ପ୍ରକାଶିତ ପତ୍ରିକା
ଅନ୍ୟ ଭାଷାରେ ଅନୁବାଦ :
निश्चित समय पर प्रकाशित होने वाला मासिक, त्रैमासिक पत्रिका आदि।
इस वाचनालय में अलग-अलग प्रकार की नियतकालिक आते हैं।A publication that appears at fixed intervals.
periodical